Jump to content

ଭରତ

ଉଇକିଅଭିଧାନ‌ରୁ

ଭରତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ଭୃ ଧାତୁ+କର୍ମ. ଅତ)

[ସମ୍ପାଦନା]
୧. ଦଶରଥ ରାଜାଙ୍କର ତୃତୀୟ ପୁତ୍ର —୧. The third son of Daṡaratha
୨. ରାଜର୍ଷି ବିଶେଷ —୨. Name of a saintly king.
୩. ଶକୁନ୍ତଳା ଗର୍ଭଜାତ ଦୁଷ୍ମନ୍ତ ରାଜାଙ୍କ ପୁତ୍ର (ପୂର୍ବ ନାମ ସର୍ବଦମନ) —୩. Name of the son of Dushmanta.

[ଦ୍ରଷ୍ଟବ୍ୟ —ଏହାଙ୍କ ନାମରୁ ଭାଗତବର୍ଷ ନାମ ହୋଇଅଛି]

୪. ବ୍ରାହ୍ମଣକୁମାର ବିଶେଷ; ଜଡ଼ ଭରତ —୪. Name of a Brāhmaṇa.

[ଦ୍ରଷ୍ଟବ୍ୟ — ଜଡ଼ ଭରତ ଦେଖ]

୫. ଭରତ ରାଜାଙ୍କ ବଂଶ —୫. The race of king Bharata.
୬. ସଙ୍ଗୀତ ଓ ନାଟ୍ୟ ଶାସ୍ତ୍ରର ପ୍ରଥମ ପ୍ରବର୍ତ୍ତନ ମୁନି —୬, Name of the sage who first introduced music.

[ଦ୍ରଷ୍ଟବ୍ୟ —ଏହାଙ୍କ ନାଟ୍ୟ ଶାସ୍ତ୍ର ଗ୍ରନ୍ଥ ତୃତୀୟ ଶତାଦ୍ଦୀର ଓ ଏଥିରେ ଉଡ଼୍ର ବିଭାଷାର ଉଲ୍ଲେଖ ଅଛି]

୭. ସଙ୍ଗୀତ ଓ ନାଟ୍ୟଶାସ୍ତ୍ର —୭. The science of dancing and music.
୮. ନଟ —୮. An actor.
୯. ତନ୍ତୁବାୟ; ତନ୍ତୀ —୯. Weaver.
୧. ବ୍ୟାଧ —୧୦. Hunter.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଲୋକଙ୍କୁ ଦିଆଯିବା ନାମ — ୧. A name given to males.
୨. ଭରଦ୍ୱାଜ ବା ଭରକିଆ ପକ୍ଷୀ —୨. Skylark.

[ଉ—ଶୁଭୀଲା ଉଦାସ ଭରତନିଃସ୍ୱନ ଗହଳପତ୍ର ଉଢ଼ାଳେ ନନ୍ଦିକିଶୋର ଣର୍ମିଷ୍ଠା]