Jump to content

ଭରତା

ଉଇକିଅଭିଧାନ‌ରୁ

ଭରତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ପଦ୍ୟ) (ସଂସ୍କୃତ - ଭର୍ତ୍ତା)—ସ୍ୱାମୀ; ପତି — ୧. Husband.

[ଉ—ଭରତା ସେବା ବିନା ମତେ ତାଙ୍କୁ; ନାହିଁ ଗତି ଜାଣ ସଂସାରୁ ତରିବାକୁ କୃଷ୍ଣସିଂହ. ମହାଭାରତ. ବନ]

୨. ଭରଥା (ଦେଖ) - —୨. Bharathā (See)