Jump to content

ଭରତି

ଉଇକିଅଭିଧାନ‌ରୁ

ଭରତି

ଉଚ୍ଚାରଣ

[ସମ୍ପାଦନା]

(ଭର୍ତ୍ତି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଭୃ ଧାତୁ)

[ସମ୍ପାଦନା]

ପରିପୂର୍ଣ୍ଣ —Filled up.

[ଉ—ଅବୀରତି ପରାଗରେ ଜନୀତ କରାଉଛୁ ଭରତି କବିସୂର୍ଯ୍ୟ. ସଙ୍ଗୀତ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୂର୍ତ୍ତି —୧. Filling up.
୨. ପୂର୍ଣ୍ଣତା —୨. Fullness.
୩. ପ୍ରବେଶ କରଣ —୩. Admission
୪. ବିଦ୍ୟାଳୟରେ ପଢ଼ିବା ପାଇଁ ନାମ ଲେଖାଇବା — ୪. Admission in to a school.