Jump to content

ଭରତିଆ

ଉଇକିଅଭିଧାନ‌ରୁ

ଭରତିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭରଦ୍ୱାଜ)

[ସମ୍ପାଦନା]

ଶାଖାଶ୍ରୟୀ ବର୍ଗର ପକ୍ଷିବିଶେଷ — The skylark; pipit; Alanda Arvensis.

[ଉ—ଭରତିଆ ରୂତେ ମୁଖରେ ସେ ଟଙ୍କ, ଭୂମି ଅତି— କ୍ରମି ପଥେ ରାଧାନାଥ. ପାର୍ବତୀ]

[ଦ୍ରଷ୍ଟବ୍ୟ — ଏହା ୮୯: ଆଙ୍ଗୁଳ ଲମ୍ୱା; ଏହାର ପକ୍ଷ ଖଇରା; ମୁଣ୍ଡରେ ଛୋଟ ଜଟ; ଥଣ୍ଟ ସରୁ ଏ ପଡ଼ିଆରେ ବସା କରେ ଏବଂ ସିଟି ମାରି ଭୂଇଁରୁ ଆକାଶକୁ ସିଧା ହୋଇ ଉଠେ ପ୍ରବାଦ ଅଛି ଯେ ପ୍ରଳୟ କାଳରେ ଏହାର ବସା ଉପେର

ବଢ଼ିପାଣି ମା଼ଡି ଯାଇ ୭ ତାଳ ପାଣି ହୋଇଗଲା; ମାତ୍ର ଭଗବାନ୍ ଏହାକୁ ସେ ପାଣିରୁ ବଞ୍ଚାଇଲେ ଆହୁରି ମଧ୍ୟ ପ୍ରବାଦ ଅଛି ଯେ ଭୂମିରେ ଭରତିଆ ପକ୍ଷୀର ବସା ନଥିବାରୁ ଏ ସର୍ବଦା ଆକାଶରେ ଉଡ଼ି ବୁଲୁଥାଏ ଏବଂ ଆକାଶରେ ଉଡ଼ୁଥିବା ବେଳେ ଡ଼ିମ୍ୱ ଛାଡ଼ିଲେ ଡ଼ିମ୍ୱ ଭୂଇଁରେ ପଡ଼ି ଫାଟି ଯାଏ ସେଥିରୁ ଯେଉଁ ପିଲା ଜନ୍ମ ହୁଏ ସେ ପୁଣି ମାଆ ପାଖକୁ ଆକାଶକୁ ଉଡ଼ିଯାଏ]