ଭରତି କରିବା
ଦେଖଣା
ଭରତି କରିବା
ଉଚ୍ଚାରଣ
[ସମ୍ପାଦନା](ଭର୍ତ୍ତି କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭରତି କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପୁରାଇବା —୧. To thurst.
- ୨. ପୂର୍ଣ୍ଣ କରିବା —୨. To fill up.
- ୩. ପ୍ରବେଶ କରିବା —୩. To admit.
- ୪. ବିଦ୍ୟାଳୟରେ ପଢ଼ିବା ପାଇଁ ଛାତ୍ରର ନାମ ଲେଖିବା —୪. To admit a student to a school.