ଭରତ ଷେଣ
ଦେଖଣା
ଭରତ ଷେଣ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଜନୈକ ଓଡ଼ିଆ କବି —An Oriya poet.
[ଦ୍ରଷ୍ଟବ୍ୟ —ଏ ଗଞ୍ଜାମ ଜିଲ୍ଲା ଧରାକୋଟ ଦୁର୍ଗରେ ଜନ୍ମଗ୍ରହଣ କରିଥିଲେ; ଜାତିରେ ଶୁଦ୍ର; ଏ ଧରାକୋଟ ଦୁର୍ଗରେ ଜନ୍ମଗ୍ରହଣ କରିଥିଲେ; ଜାତିରେ ଶୁଦ୍ର; ଏ ଧରାକୋଟା ରାଜା ରଘୁନାଥ ସିଂହଙ୍କ ସମୟରେ (୧୮୬: ଖ୍ରୀଷ୍ଟାଦ୍ଦରେ) ଜୀବିତ ଥିଲେ 'ସୁଲୋଚନା ପରିଣୟ' ଓ 'ସୁଭଦ୍ରା ପରିଣୟ' ଏହାଙ୍କ ରଚିତ କାବ୍ୟ ତାରିଣୀ, ଉତ୍କଳ ସାହିତ୍ୟ ଇତିହାସ]