Jump to content

ଭରଥା

ଉଇକିଅଭିଧାନ‌ରୁ

ଭରଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଳୁ, କଦଳୀ, ବାଇଗଣ ଆଦିକୁ ନିଆଁରେ ପୋଡ଼ି ବା ସିଦ୍ଧ କରି ତାକୁ ଚକଟି ତହିଁରେ ତେଲ ଓ ମସଲା ଆଦି ଗୋଳାଇ ଯେଉଁ ବ୍ୟଞ୍ଜନି ପ୍ରସ୍ତୁତ କରାଯାଏ —Fruits boiled with water or in fire and then made intop a paste with spices added to it and used as curry.