ଭରଦ୍ୱାଜ
ଦେଖଣା
ଭରଦ୍ୱାଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭର+ଦ୍ୱା+ଜ—ଜାତ, କିମ୍ୱା ଭା ଧାତୁ=ଭରଣ କରିବା+ଅତ୍+ବାଜ; ଅବୃହସ୍ପତି ମମତାକୁ କହିଥିଲେ—ହେ ମମତେ! ଆମ୍ଭେ ଉଭୟ ଭ୍ରାତାଙ୍କଦ୍ୱାରା ଉତ୍ପନ୍ନ ଏହି ପୁତ୍ରକୁ ଭର, ଅର୍ଥାତ୍ ପାଳନ କର— ଏଣୁ ଏହାଙ୍କ ନାମ—ଭରଦ୍ୱାଜ)
[ସମ୍ପାଦନା]- ୧. ଗୋତ୍ର ପ୍ରବର୍ତ୍ତନ ମୁନିବିଶେଷ —୧. Name of a sage who founded a race.
[ଦ୍ରଷ୍ଟବ୍ୟ —ଏ ମହାରାଜା ଭରତଙ୍କ ପାଳିତ ବୃହସ୍ପତ୍ତିଙ୍କ ପୁତ୍ର ଓ ଦ୍ରୋଣାଚାର୍ଯ୍ୟଙ୍କ ପିତା ପ୍ରୟୋଗରେ ଏହାଙ୍କ ଆଶ୍ରମ ଥିଲା]
- ୨. ଭରତିଆ ପକ୍ଷୀ —୨. The sky lark.
- ୩. ଭଦଭଦଳିଆ ଚଢ଼େଇ —୩. The blue jay.