ଭରମ
ଦେଖଣା
ଭରମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ +କର୍ତ୍ତୃ. ଅମ)
[ସମ୍ପାଦନା]ଭର୍ତ୍ତା; ଭରପୋଷଣ କର୍ତ୍ତା — Supporter.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଂଭ୍ରମ)
[ସମ୍ପାଦନା]- ୧. ସମ୍ଭ୍ରମ;ମାନ; ମର୍ଯ୍ୟାଦା —୧. Respect.
- ୨. ମହତ୍ୱ; ଇଜ୍ଜତ —୨. Prestige; Credit.
- ୩. (ସଂସ୍କୃତ - ଭ୍ରମ) ଭ୍ରମ; ଭ୍ରାନ୍ତି —୩. Mistake.
- ୪. (ସଂସ୍କୃତ - ଭର୍ମ)ସୁନା —୪. Gold.
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]ଭ୍ରାନ୍ତ —Mistaken;
(ଉ—ଋଣୀ ହୋଇଲି ମୁଁ କାଳେକେଶ୍ୱରୀଠାରେ କରିଥିଲଇ ନିୟମ, ଅମର ମୋହିନି ମାନ ନକରିବୁ ଭୂତ ନୋହିଲୁ ଭରମ ଭଞ୍ଜ. ପ୍ରେମଶୁଧାନିଧି)