ଭରସା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ପ୍ରତ୍ୟୟ; ଆସ୍ଥା; ବିଶ୍ଵାସ; ନିର୍ଭରତା
  • ନିର୍ଭରଶୀଳତା
  • ଆଶା
  • ଆଶ୍ରୟ; ଅବଲମ୍ବନ
  • ହେମତ୍
  • ସାହାସ
  • ଆଶାର ସ୍ଥଳଭରସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର+ଆଶା)[ସମ୍ପାଦନା]

୧. ପ୍ରତ୍ୟୟ; ଅସ୍ଥା; ବିଶ୍ୱାସ; ନିର୍ଭରତା —୧. Reliance; trust
୨. ନିଭର— ଶୀଳତା —୨. Confidence.
୩. ଆଶା — ୩. Hope; expection.

(ଉ—ନ ଫିଙ୍ଗି ପୁଣି ହଟି, ସୁନ୍ଦର ନୂହଇଟି, ବିଚାରି ଭରସା ବଢ଼ାଅ ଅପରିମିତ କବିସୂର୍ଯ୍ୟ. ସଙ୍ଗୀତ)

୪. ଆଶ୍ରୟ; ଅବଲମ୍ୱନ — ୪. Shelter; refuge.
୫. ହେମତ୍ —୫. Encouragement.


୬. ସାହସ —m୬. Courage.

(ଉ— ଡ଼ାକିମଧ୍ୟମାକୁ ଡ଼ାକି ଆଣିବାକୁ ଏଠାକୁ କାହା ଭରସା— କବିସୂର୍ଯ୍ୟ. କିଶୋରୀଚମ୍ୱୂ ତ. ଗୀତା)

୭. ଆଶାର ସ୍ଥଳ — ୭. Place or resort of one's hopes; one's last resort or hope