ଭରସା ଦେବା
ଦେଖଣା
ଭରସା ଦେବା
ଉଚ୍ଚାରଣ
[ସମ୍ପାଦନା](ଭରସା[ସେ]ଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭରସା ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଶାନ୍ୱିତ କରାଇବା — ୧. To raise hope.
- ୨. କୌଣସି ବ୍ୟକ୍ତିକୁ ବଚନ ଦେବା —୨. To promise.
- ୩. ସାହାସ ଦେବା — ୩. To encourage; to infuse courage.
- ୪. ଆଶ୍ରୟ ଦେବା —୪. To patronise.