Jump to content

ଭରସିବା

ଉଇକିଅଭିଧାନ‌ରୁ

ଭରସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି କାର୍ଯ୍ୟ କରିବାକୁ ସାହସୀ ହେବା ୧. To be hold enough to do a thing; to venture to do a thing; to have courage.
୨. କୃତସଂକଳ୍ପ ହେବା —୨. To resolve to do a thing.
୩. କୌଣସି କାର୍ଯ୍ୟ କରିବାକୁ ହେମତ୍ ବାନ୍ଧିବା —୩. To grid up one's loins to do thing