ଭରା
ଦେଖଣା
ଭରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭରା
|
ଦେଶଜ - ବିଶେଷଣ - (ସଂସ୍କୃତ - ଭୃ ଧାତୁ)
[ସମ୍ପାଦନା]- ୧. ପରିପୂର୍ଣ୍ଣ —୧. Full; filled up.
[ଉ—ତେଣୁ ମୋର ଆଜି ଭରା ଆନନ୍ଦ, ମଧୁସୂଦନ ଉତ୍ତରରାମଚରିତ]
- ୨. ପୂର୍ଣ୍ଣ ବୋଝାଇ କରା— ଯାଇଥିବା —୨. Fully laden; loaded.
(ଯଥା— ଭର ଡ଼ଙ୍ଗା]
ଦେଶଜ - ବି—(ସଂସ୍କୃତ - ଭାର)
[ସମ୍ପାଦନା]- ୧. ଠେଁସ; ଢ଼ିରା; ଆଶ୍ରା —୧. Prop; support.
[ଉ— ଆଣ୍ଠିଆଇ ଭରା ଦେଇ ପୁଣ ଉଠନ୍ତି ବିଶ୍ୱନାଥ ବିଚିତ୍ର ରାମାୟଣ]
- ୨. ବୋଝ; ଭରା —୨. Load.
- ୩. ଡଙ୍ଗା ଆଦିର ବୋଝ —୩. Cargo of boat etc.
- ୪. ଭରିବା; ପୂର୍ଣ୍ଣ କରିବା —୪. Filling up.