Jump to content

ଭରାଇବା

ଉଇକିଅଭିଧାନ‌ରୁ

ଭରାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଭରିବା କ୍ରିୟାର ଣିଜନ୍ତ ରୂପ)

[ସମ୍ପାଦନା]
୧. ପୂର୍ଣ୍ଣ କରାଇବା —୧. To cause to be filled up.
୨. ପୂର୍ଣ୍ଣ ହେବା — ୨. To be filled up.
୩. ପିନ୍ଧାଇବା —୩. To cause to wear or put on

(ଉ— ସନାଦ କିଙ୍କିଣୀ କଟିତଟେ ପୁଣି ଜୀବ ଥିଲେ ଭରାଇବି—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି)

୪. ସମ୍ଭାଇବା —୪. To suffice; to be contained.

(ଯଥା—ଏ ଘୁମରେ ମହଣେ ଚାଉଳ ଭେରେଇ ନାହିଁ)