Jump to content

ଭରାଭର

ଉଇକିଅଭିଧାନ‌ରୁ

ଭରାଭର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଭୃ ଧାତୁ, ଭରତି)

[ସମ୍ପାଦନା]
୧. ଭରପୁର; ପରିପୂରତ —୧. Completely full; filled up to the brim.
୨. ବହୁ ବ୍ୟକ୍ତିଙ୍କଦ୍ୱାରା ପୂର୍ଣ୍ଣ — ୨. Throunged; crowed.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପରିପୂର୍ଣ୍ଣ ଅବସ୍ଥା —୧. The state of being full.
୨. ଭିଡ଼; ଜନତା —୨. A crowed.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ପରିପୂର୍ଣ୍ଣ ରୂପେ —Fully.

(ଯଥା— ନଈ ଭରାଭର ବଢ଼ିଛି)