ଭରାଭରି
ଦେଖଣା
ଭରାଭରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଭୃ ଧାତୁ, ଭରତି)
[ସମ୍ପାଦନା]- ୧. ଭରପୁର; ପରିପୂରତ —୧. Completely full; filled up to the brim.
- ୨. ବହୁ ବ୍ୟକ୍ତିଙ୍କଦ୍ୱାରା ପୂର୍ଣ୍ଣ — ୨. Throunged; crowed.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରିପୂର୍ଣ୍ଣ ଅବସ୍ଥା —୧. The state of being full.
- ୨. ଭିଡ଼; ଜନତା —୨. A crowed.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ପରିପୂର୍ଣ୍ଣ ରୂପେ —Fully.
(ଯଥା— ନଈ ଭରାଭର ବଢ଼ିଛି)