ଭରା ଦେବା
ଦେଖଣା
ଭରା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂଭାର)
[ସମ୍ପାଦନା]- ୧. କୌଣସି ବସ୍ତୁ—(ଯଥା—ଯଷ୍ଟି, ହାତ)ଉପରେ ଆଶ୍ରା ରଖିବା ବା ନିର୍ଭର କରିବା —୧. To depend upon; to rely on a prop.
(ଯଥା—ସେ ବାଡ଼ିରେ ଭରା ଦେଇ ଚାଲୁଛି)
- ୨. ଠେଁସ ଲଗାଇବା —୨. To prop up.
(ଯଥା—ସେ କାନ୍ଥରେ ଦୁଇ ଖଣ୍ଡ ବାଉଁଶ ଭରା ଦେବାରୁ ତାହା ପଡ଼ି ନଯାଇ ଠିଆ ହୋଇ ରହିଛି)
- ୩. କୌଣସି ବ୍ୟକ୍ତି ଉପରେ କୋଣସି କାର୍ଯ୍ୟରେ ଭାର ନ୍ୟସ୍ତ ବା ଅର୍ପଣ କରିବା —୩. To lay the burden or responsibility of a work on any person.