ଭରି
ଦେଖଣା
ଭରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୁରି)
[ସମ୍ପାଦନା]ସ୍ୱର୍ଣ୍ଣାଦିର ଓଜନର ପରିମାଣ ବିଶେଷ; ତୋଳା; ଏକ ଟଙ୍କାର ଓଜନ —A weight of metals and gems; one Tola.
[ଦ୍ରଷ୍ଟବ୍ୟ —୧ଭରି=୧ ମସା= ୮ ଭରି=୩୨: ଧାନ]
ଦେଶଜ - ବିଣ—(ସଂସ୍କୃତ - ଭରିତ)
[ସମ୍ପାଦନା]ପୂର୍ଣ୍ଣ —Full; fified up.
=== ଦେଶଜ - କ୍ରି.ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଯଥା—ରାତି ଭରି; ଦିନଭରି)
- ୧. ଯାକ; ତମାମ୍ —୧. Throughout.
- ୨. ପୂର୍ଣ୍ଣରୂପେ —୨. Fully.
- ୩. ପୂର୍ଣ୍ଣକରି (ଯଥା— ପେଟଭରି ଖାଇବ) —୩. By filling up.
ପ୍ରାଦେଶିକ - (ସିଂହଭୁମ) ବିଶେଷ୍ୟ -
[ସମ୍ପାଦନା]ଏକ ଗାଡ଼ିରେ ବୋଝାଇ ହେବା ପରିମିତ ଜିନିସ —A cartload of articles.