ଭରିଣାକୁ
ଯୁମିଲାକୁ; କୌଣସି ହିସାବ ପୂର୍ଣ୍ଣ ହେବା ନିମନ୍ତେ —Towards an account.
(ଯଥା—ମୋର ଦେଣା ଭରିଣାକୁ ମୁଁ ମହାଜନଙ୍କୁ ଆଜି ଟ ୨୫୧: ଦେଲି)