ଭରିଯିବା
ଦେଖଣା
ଭରିଯିବା
ଉଚ୍ଚାରଣ
[ସମ୍ପାଦନା](ଭରେଇ ଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭରିଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ପାଦ ଆଦି) ରୋଗରୁ ବା ବେଶୀ ବାଟ ଚାଲିବା ଯୋଗୁଁ ଫୁଲିଯିବା —୧. To be swollen. (said of legs)
(ଯଥା—ବାଛୁ କୁଣ୍ଡିଆରେ ବା ଗୋଡ଼ ଭରି ଗଲାଣି)
- ୨. ପୂର୍ଣ୍ଣ ହୋଇଯିବା — ୨. To be filled up with