ଭରୁଡ଼େଇବା
ଦେଖଣା
ଭରୁଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭରୁଡ଼େଇବା
|
ଭୁରୁଡୁ କାଢ଼ିବା, ଭୁରୁଡ଼ ବତା (ତେ)ଇବା, ଭୁରୁଡ଼ୁ ମାରିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦମ୍ଭପୂର୍ବକ ନ ମାନିବା —୧. To deny a thing with effrontery.
- ୨. ଧପାଇବା —୨. To defraud.
- ୩. ଠକିବା —୩. To cheat.
- ୪. ସତ୍ୟକଥାକୁ ନ ମାନିବା — ୪. To deny a true fact.
[ଉ—ପୁଣି ଦୂତ ଆଗରେ ଭୁରୁଡ଼ାର କଥା ହସିଣ କହିଲେ ଦ୍ରୂପଦ ମହାରଥା—କୃଷ୍ଣସିଂହ ମହାଭାରତ ଉଦ୍ଯୋଗ]