ଭରେଇବା
ଦେଖଣା
ଭରେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ଭରିବା କ୍ରିୟାର ଣିଜନ୍ତ ରୂପ)
[ସମ୍ପାଦନା]- ୧. ପୂର୍ଣ୍ଣ କରାଇବା —୧. To cause to be filled up.
- ୨. ପୂର୍ଣ୍ଣ ହେବା — ୨. To be filled up.
- ୩. ପିନ୍ଧାଇବା —୩. To cause to wear or put on
(ଉ— ସନାଦ କିଙ୍କିଣୀ କଟିତଟେ ପୁଣି ଜୀବ ଥିଲେ ଭରାଇବି—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି)
- ୪. ସମ୍ଭାଇବା —୪. To suffice. to be contained.
(ଯଥା—ଏ ଘୁମରେ ମହଣେ ଚାଉଳ ଭରେଇବ ନାହିଁ)