Jump to content

ଭର୍

ଉଇକିଅଭିଧାନ‌ରୁ

ଭର୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ଭୃ. ଧାତୁ; କାଳ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ)

[ସମ୍ପାଦନା]

ତମାମ; ଯାକ —Throughtout.

(ଯଥା— ଦିନଭର୍ ମୁଁ ଏ କାମରେ ଲାଗି ରହିଛି)