Jump to content

ଭର୍ଗ

ଉଇକିଅଭିଧାନ‌ରୁ

ଭର୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୁଜ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଶିବ —୧. Ṡiba
୨. ବ୍ରହ୍ମା —୨. Brahmā
୩. (+ କର୍ମ ଅ)ସୂର୍ଯ୍ୟସ୍ଥ ଐଶ ତେଜଃ —୩. Divine splendour in the sun.
୪. (+ ଭାବ ଅ) ଭର୍ଜନ; ଭାଜିବା — ୪. Frying; roasting.
୫. (+ କରଣ ଅ) ଦୀପ୍ତି; ଜ୍ୟୋତିଃ —୫. Lustre; radiance.