Jump to content

ଭର୍ଜନ

ଉଇକିଅଭିଧାନ‌ରୁ

ଭର୍ଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୁଜ୍ ଧାତୁ+ଭାବ ଅନ)

[ସମ୍ପାଦନା]
୧. ଭାଜିବା — ୧. Frying; roasting.
୨. (+ କର୍ମ ଅନ) ଭଜା —୨. Roasted food; baked meal.