ଭର୍ତ୍ତା
ଦେଖଣା
ଭର୍ତ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭୃ ଧାତୁ +କର୍ତ୍ତୃ ତୁ; ଭର୍ତ୍ତୃ; ୧ମା. ୧ବ)
[ସମ୍ପାଦନା]- ୧. ସ୍ୱାମୀ —୧. Husband.
- ୨. ବିଷ୍ଣୁ — ୨. Bishṇu.
- ୩. ପ୍ରଭୁ —୩. Lord; master.
- ୪. ଅଧିପତି; ରାଜା —୪. King; ruler.
(ଭର୍ତ୍ତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଣପୁଲିଙ୍ଗ -
[ସମ୍ପାଦନା]- ୧. ଧାରଣ କର୍ତ୍ତା —୧. Holding.
- ୨. ରକ୍ଷଣକାରୀ —୨. Saving.
- ୩. ଟେକିଧରିବା — ୩. Supporting; propping up.
- ୪. ପୋଷଣକର୍ତ୍ତା — ୪. Maintaining.