ଭର୍ତ୍ତୃହରି
ଦେଖଣା
ଭର୍ତ୍ତୃହରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ରାଜା ବିକ୍ରମାଦିତ୍ୟଙ୍କର ବୈମାକ୍ରେୟ ଜ୍ୟେଷ୍ଠଭ୍ରାତା —୧. Name of a king and poet who renounced the world.
[ଦ୍ରଷ୍ଟବ୍ୟ —ଏ (ମତାନ୍ତରରେ) ଭଟ୍ଟିବାକ୍ୟର ରଚୟିତା; ସଂସାର ତ୍ୟାଗ ପୂର୍ବକ ବୈରାଗ୍ୟ ଶତକ ନାମକ ୧ ଗୋଟି ବୈରାଗ୍ୟୋଦ୍ଦୀପକ ଶ୍ଳୋକ ରଚନା କରିଥିଲେ ଶୃଙ୍ଗାର ଶତକ ଓ ନୀତିଶତକ ମଧ୍ୟ ଏହାଙ୍କଦ୍ୱାରା ରଚିତ]
- ୨. 'ବାକ୍ୟ ପ୍ରଦୀପ' ଗ୍ରନ୍ଥ କର୍ତ୍ତା କ୍ରୌୟାକରଣିକ କବି— ବିଶେଷ —୨. Name of a grammarian poet.