Jump to content

ଭର୍ ଦର୍

ଉଇକିଅଭିଧାନ‌ରୁ

ଭର୍ ଦର୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - ()ସମ୍ୱଲପୁର) କ୍ରି. ବିଶେଷଣ - (ତୁଳ. ହିନ୍ଦୀ - ଜୋର୍)

[ସମ୍ପାଦନା]

କ୍ଷିପ୍ରଗତିରେ —Briskly.

(ଯଥା— ପାଗ ମେଘୁଆ ହେବାରୁ ଧାନ ବୁଣା ବୁଣି ଭର୍ ଦର୍ ଲାଗିଛି)