ଭର(ଜେ)ଇବା
ଦେଖଣା
ଭର(ଜେ)ଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭର(ଜେ)ଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଭଜ୍ ଧାତୁ)
[ସମ୍ପାଦନା]- ୧. ମୁଆଜା କରାଇବା —୧. To confront.
- ୨. ମୁକାବିଲା କରାଇବା —୨. To substantiate a matter by evidence.
- ୩. ସନ୍ତୁଷ୍ଟ କରିବା —୩. To satisfy.