Jump to content

ଭଲଘର

ଉଇକିଅଭିଧାନ‌ରୁ

ଭଲଘର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସଦବଂଶ —୧. High family.
୨. ଧନୀପରିବାର —୨. rich family.

[ଉ— ଭଲ ଘର ଦେଖି ଝିଅକୁ ଦେଲି, ଜୋଇଁ ଗଣ୍ଠିଆ ମୁଁ ଜାଣି ନ ଥିଲି ଢ଼ଗ]

୩. ସୁନ୍ଦର ଗୃହ —୩. A good-looking house.