Jump to content

ଭଲଲୋକି

ଉଇକିଅଭିଧାନ‌ରୁ

ଭଲଲୋକି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସାଲିସି; ପଞ୍ଚାଏତି; ବିନା ମତଦ୍ଦମାରେ ବିବାଦର ବିଚାର —୧. Arbitration; consideration of a dispute for its amicable settlement.
୨. ଭଦ୍ରତା —୨. Politeness.
୩. ବିବାଦରେ ମଧ୍ୟସ୍ଥତା —୩. Umprireship; or mediation in a dispute.
୪. ବିବାହରେ ମଧ୍ୟସ୍ଥତା —୪. Negotiation in the matter of a marriage.
୫. ମଧ୍ୟସ୍ଥତା ପାରିଶ୍ରମିକ — ୫. Remuneration paid to a negotiator or broker.