ଭଲଲୋକି କରିବା
ଦେଖଣା
ଭଲଲୋକି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଲଲୋକି କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସାଲିସ୍ କରିବା; ବିବାଦ ଆଦି ଆପୋସିରେ ତୁଟାଇବା —୧. To arbitrate; to settle a dispute amicably.
- ୨. ବିବାଦରେ ମଧ୍ୟସ୍ଥତା କର୍ମ କରିବା —୨. To act as a mediator or umpire in a dispute.
- ୩. ଅନ୍ୟର ବିବାହ ସମ୍ୱନ୍ଧୀରେ ମଧ୍ୟସ୍ଥତା କରବା — ୩. To act as a negotiator or go-between in another person's marriage.