ଭଲା

ଉଇକିଅଭିଧାନ‌ରୁ

ବିଶେଷ୍ୟ:

  1. ଆଛା କଥା
  2. ବେଶ୍
  3. ଧନ୍ୟ
  • ଉଦାହରଣ:

ଭଲା ରାମଚଣ୍ଡୀ ଭଲାରେ,
କଳାପାହାଡକୁ ଦାଣ୍ଡରେ ବସାଇ,
ଭଲା ପାଣି ଆଣି ଗଲାରେ ॥[୧]

ଆଧାର[ସମ୍ପାଦନା]

  1. ନୀଳକଣ୍ଠ ଦାସ. ରାମଚଣ୍ଡୀରେ ସନ୍ଧ୍ୟା

ଭଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଭଦ୍ର)[ସମ୍ପାଦନା]

୧. ଧନ୍ୟ —୧. Praiseworthy.
୨. ଆଚ୍ଛା; ଉତ୍ତମ —୨. Good; excellent.

(ଉ— ବୋଇଲେ ଦୌପଦୀଙ୍କ ଭଲା ଧର୍ମ ଅଛି ଅନେକ ବସ୍ତ୍ର ଦେଖ ଦେହୁଁ ବାହାରୁଛି—କୃଷ୍ଣସିଂହ ମହାଭାରତ , ସଭା

୩. ସୁନ୍ଦର; ମନୋଜ୍ଞ —୩. Lovely.
୪. ଆଶ୍ଚର୍ଯ୍ୟ ଜନକ —୪. wonderful.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଉତ୍କୃଷ୍ଟରୂପେ —୧. Excellently.
୨. ସୁନ୍ଦର ରୂପେ —୨. Beautifully.

ଦେଶଜ - ଅ[ସମ୍ପାଦନା]

୧. ଆଚ୍ଛା; ବେଶ୍ —୧. Well.

(ଉ—ଭଲା ମାନୁଛି ବେଶ, ଚାରୁ ଚନ୍ଦ୍ରମା ମୁଖ—କବିସୂର୍ଯ୍ୟ କିଶୋରୀ ଚମ୍ପୂ, ଭ ଗୀତ)

୨. (ନିଶ୍ଚୟାତ୍ମକ) ନିଶ୍ଚେ —୨. (Expressive of certainty) Certainly; surely.
୩. (ପ୍ରଶ୍ନାତ୍ମକ) ୩. (Interrogative.)

(ଉ— ତୋର କିଏ ଅଛି ଭଲା)

୪. (ବିସ୍ମୟାର୍ଥକ) ଆହା ! —୪. (Espressive of wonder) Oh !

(ଉ— ଭଲା ଭିଲିଲୁ ତା ପ୍ରୀତିରେ ପ୍ରାଣ ସଜନୀ ସଙ୍ଗୀତ)

୫. (ପାଦ ପୂରଣାର୍ଥକ) ହିଁ — ୫. (for complething a sentence). Too
୬. (ବାକ୍ୟ ଉପରେ ଜୋର୍ ଦେବାରେ ବ୍ୟବହୃତ) ପରା — ୬. (for emphasis).

(ଯଥା— ତୁମର ଏତେ ଚାକର ବାକର ଥାଉ ଥାଉ ତୁମେ ଭଲା ଘର ଓଲାଉଛ କିଆଁ?)

୭. ପୁନଶ୍ଚ —୭. Again.

(ଯଥା— ଏ କାମ କରିବାକୁ ତୋତେ ମୁଁ ଦଶଥର କହିଲେଣି, ତୁ ଶୁଣୁ ନାହୁଁ; ଏଥରକ) ମୁଁ ଭଲା ନେହୁରା ହୋଇ କହୁଛି, ମୋ କଥା ଥରେ ଶୁଣ୍)