ଭଲାଇ ହେବା
ଦେଖଣା
ଭଲାଇ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଲାଇ ହେବା
|
ଦେଶଜ - କ୍ରିୟାପଦ - (ବ୍ୟଙ୍ଗ୍ୟାର୍ଥ)
[ସମ୍ପାଦନା]ଆପେ ଦୋଷୀ ବା ମନ୍ଦ ହୋଇ ସୁଦ୍ଧା ଭଲ ବା ନିର୍ଦ୍ଦୋଷ ବୋଲି ଲୋକଙ୍କୁ ଦେଖାଇ ହେବା — (ironical) To show one's self as good or innocent, (though actually not so); to try to pass off as good or innocent.