ଭଲା ବୁରା
ଦେଖଣା
ଭଲା ବୁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ବିପରୀତାଥ ସହଚର; ସଂସ୍କୃତ - ଭଦ୍ର ଓ ଫା ବୁର)
[ସମ୍ପାଦନା]ଭଲ ଓ ମନ୍ଦ —Good and bad.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭଲ କଥା ଓ ମନ୍ଦ କଥା —୧. Matters good and bad.
- ୨. ଶୁଭ ଓ ଅଶୁଭ ସଂବାଦ — ୨. Tidings good and bad.
- ୩. ପାରିବାରିକ ସୁଖ ଓ ଦୁଃଖ —୩. Family maters good and bad; family matters.