Jump to content

ଭଲୀ

ଉଇକିଅଭିଧାନ‌ରୁ

ଭଲୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭଲେଈ—ଅନ୍ୟରୂପ)

ଦେଶଜ - ବିଶେଷଣ - ଫୁ ଓ ସ୍ତ୍ରୀ

[ସମ୍ପାଦନା]

ଯେ ଭଲାଇ ହୁଏ; ଯେ ଆପଣାକୁ ଉତ୍ତମ ବା ନିର୍ଦ୍ଦୋଷ ବୋଲି ସାଧାରଣରେ ପ୍ରକାଶ କରିବାକୁ ଚେଷ୍ଟା କରୁଥାଏ —Trying to pass one's self off as good or innocent, though actually bad or guilty.