ଭଲୀ ସକସ୍
ଦେଖଣା
ଭଲୀ ସକସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଲୀ ସକସ୍
|
ଦେଶଜ - ବିଣ—(ହିନ୍ଦୀ - ଭଲୀ+ଫା ସକ୍ସ=ଖୁବ୍ କ୍ଷମତା ବା ବଳ)
[ସମ୍ପାଦନା]- ୧. ଅତ୍ୟନ୍ତ କ୍ଷମତାଶାଳୀ —୧. Very powerful.
- ୨. ବଡ଼ ଧୈର୍ଯ୍ୟଶୀଳ —୨. Very patient.
ଭଳୀ ସକ୍ସ୍ୱାଲା, ଭଲୀ ସକସିଆ—ଅନ୍ୟରୂପ
- ୩. ଭାରି ସାହାସୀ —୩. very bold.
- ୪. ଖୁବ୍ ବଳୁଆ —୪. Very strong.
- ୫. ଖୁବ୍ ଧନୀ —୫. Very rich.
- ୬. ଖୁବ୍ ସହନଶୀଳ — ୬. Very forbearing.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଖୁବ୍ ବଳ ବା ଶକ୍ତି —୧. A great power or strength.
- ୨. ଖୁବ୍ ଧୌର୍ଯ୍ୟ —୨. A larger amonut of patence.
- ୩. ଖୁବ୍ ବଳୁଆ ଲୋକ —୩. A very strong man.
- ୪. ଖୁବ୍ ଧୈର୍ଯ୍ୟଶୀଳ ବ୍ୟକ୍ତି —୪. A very patient person.
- ୫. ଖୁବ୍ ଧନୀ ଲୋକ — ୫. very rich man.
- ୬. ଖୁବ୍ କ୍ଷମତାଶୀଳୀ ବ୍ୟକ୍ତି — ୬. Very powerful person.