Jump to content

ଭଲେ

ଉଇକିଅଭିଧାନ‌ରୁ

ଭଲେ

ଉଚ୍ଚାରଣ

[ସମ୍ପାଦନା]

(ଭଲେ ଭଲେ—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - .ବିଶେଷଣ -

[ସମ୍ପାଦନା]
୧. ଉତ୍ତମରୂପେ —୧. Well; thoroughly.

[ଉ— ଆପଣାର ସାମର୍ଥ୍ୟକୁ ଦେଖାଇ ମୋ ତୁଲେ ଯୁଦ୍ଧ କଲେ ଜାଣିବ ମୋ ବଳଟି ଭଲେ କୃଷ୍ଣସିଂହ ମହାଭାରତ କର୍ଣ୍ଣ]

୨. ସହଜରେ; ଅନାୟାସରେ —୨. Easily; without trouble.

[ଊ— ପରଶୁମଣି ପରଶରେ, ଲୌହ କାଞ୍ଚନ ହୁଏ ଭଲେ ଭୁପତି ପ୍ରେମପଞ୍ଚାମ଼ୃତ]

୩. ଜୀବନର ସାଧାରଣ ଘଟନା ବା ଅବସ୍ଥାକ୍ରମେ; ଯଥାନିୟମରେ —୩. In the natural course of life; in the ordinary course of life of events; duly.

[ଉ— ମତେ ଆସି ଜରା ଅବସ୍ଥା ହେଲା ଭଲେ କୃଷ୍ଣସିଂହ ମହାଭାରତ ଆଦି]

୪. ନିଶ୍ଚେ; ନିଶ୍ଚିତରୂପେ —୪. Certainly.

[ଉ—ପାଣ୍ଡବମାନେ ଯାହା ବନକୁଟି ଗଲେ, ମୋ ମତରେ ସବୁରି ନାଶଟି ସେ ଭଲେ କୃଷ୍ଣସିଂହ.ମହାଭାରତ. ବନ]

୫. ସାଧାରଣତଃ —୫. Ordinarily.
୬. (ଯଥା— ଯୋଗ୍ୟରୂପେ; ଉଟିତ ରୂପେ — ୬. Properly.