Jump to content

ଭଲେଇ ହେବା

ଉଇକିଅଭିଧାନ‌ରୁ

ଭଲେଇ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ବ୍ୟଙ୍ଗ୍ୟାର୍ଥ)

[ସମ୍ପାଦନା]

ଆପେ ଦୋଷୀ ବା ମନ୍ଦ ହୋଇ ସୁଦ୍ଧା ଭଲ ବା ନିର୍ଦ୍ଦୋଷ ବୋଲି ଲୋକଙ୍କୁ ଦେଖାଇ ହେବା — (ironical) To show one's self as good or innocent, (though actually not so); to try to pass off as good or innocent.