Jump to content

ଭଲ୍ଲ

ଉଇକିଅଭିଧାନ‌ରୁ

ଭଲ୍ଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭଲ୍ଲ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଭାଲୁ —୧. A bear.
୨. (+କରଣ. ଅ) ବେଧନାସ୍ତ୍ରବିଶେଷ; ଭାଲି; ବର୍ଚ୍ଛା —୨. A spear.
୩. ଅର୍ଦ୍ଧଚନ୍ଦ୍ର ଫଳାଯୁକ୍ତ ବାଣବିଶେଷ —୩. An arrow with a crescent-shaped head or blade.