ଭଲ୍ଲକ ଜ୍ୱର
କ୍ଷଣସ୍ଥାୟୀ କମ୍ପଜ୍ୱର; ଭାଲୁ ଜର — A shivering ague last ing for a short time.
[ଦ୍ରଷ୍ଟବ୍ୟ —ଶୁକ୍ରବାର ଦିନ ଭାଲୁମାନେ କିଛି ସମୟ ଭାରି କମ୍ପି ଶୋଇ ପଡ଼ନ୍ତି ଏବଂ ଅଳ୍ପ ସମୟ ପରେ ସେ କମ୍ପ ଛାଡ଼ିଯାଏ]