Jump to content

ଭଲ ଦିନ

ଉଇକିଅଭିଧାନ‌ରୁ

ଭଲ ଦିନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଦ୍ର+ଦିନ)

[ସମ୍ପାଦନା]
୧. ଉତ୍ସବ ଦିବସ — ୧. A holiday; a festival day.
୨. ଜ୍ୟୋତିଷ ମତରେ ଶୁଭଦିନ — ୨. A propitious day according to astrological calculation.
୩. ମେଘ, ବୃଷ୍ଟି ଆଦି ରହିତ ଦିବସ —୩. A clear day.
୪. ଯେଉଁ ଦିବସଟି ମନୁଷ୍ୟ ସୁଖରେ କଟାଏ —୪. A happy day for a man.