ଭଲ ଦୁଶିବା
ଦେଖଣା
ଭଲ ଦୁଶିବା
ଉଚ୍ଚାରଣ
[ସମ୍ପାଦନା]ଭଲ ଦେଖା(ଖେ)ଇବା, ଭଲ ଦୋଖାଯିବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଭଲ ଦୁଶିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଭଦ୍ର+ଦୃଶ ଧାତୁ)
[ସମ୍ପାଦନା]- ୧. ସୁନ୍ଦର ଦେଖାଯିବା —୧. To look well.
- ୨. କରଣୀୟ ବୋଲି ବୋଧହୋବା — ୨. To seem proper.