Jump to content

ଭଲ ପଡ଼ିବା

ଉଇକିଅଭିଧାନ‌ରୁ

ଭଲ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦୁଇଜଣଙ୍କ ମଧ୍ୟରେ ମନର ମେଳ ବା ସଭାବ ହେବା; ସୌଦାର୍ଦ୍ଦ୍ୟ ଜନ୍ମିବା — ୧. Being in good terms.

(ଯଥା—ସେ ଦୁଇଜଣଙ୍କର ଭଲ ପଡ଼ୁଛି)

୨. ସୁଦଶା ପଡ଼ିବା; ଭାଗ୍ୟୋଦୟ ହେବା —୨. Dawn ing of good fortune.

(ଯଥା—ମୋତେ ତିନି ମାସ ହେଲା ଭଲ ପଡଡିଛି)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଫଳରେ ଭଲ ବୋଲି ଜଣା ପଡ଼ିବା —To be knosn even tuatlly to be good; to turn out to be good.

(ଯଥା—ଏ ଗାମୁଛା ଖଣ୍ଡିକ ଭଲ ପଡ଼ିଲା)