ଭଲ ମନ୍ଦ
ଭଲ ଓ ମନ୍ଦ; ଶୁଭାଶୁଭ —Good and bad.
(ଉ—ଭଲ ମନ୍ଦ ବାରତା ବୁଝେ ନିରନ୍ତର— କୃଷ୍ଣସିଂହ ମହାଭାରତ ବନ)
ପରିବାରର ଶୁଭାଶୁଭ ସଂବାଦ; ଦୁଖସୁଖ —Good and bad news of a family.