ଭଲ ଲାଗିବା
ଦେଖଣା
ଭଲ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଲ ଲାଗିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତୃପ୍ତିକର ବୋଧ ହେବା —୧. To seem pleasant.
(ଯଥା—ଶୀତ ଦିନ ମୋ ତେ ଭଲ ଲାଗେ)
- ୨. ମନକୁ ପାଇବା; ମନୋମତ ହେବା —୨. To suit one's mind.
(ଯଥା—ତା ପ୍ରସ୍ତାବଟି ମୋତେ ଭଲ ଲାଗିଲା)
- ୩. (ଶରୀର) ସୁସ୍ଥ ବୋଧ ହେବା —୩. To seem healthy; to feel well.
(ଯଥା—ମୋଦିହ ଆଜି ଭଲ ଲାଗୁ ନାହିଁ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ତୃପ୍ତି ବୋଧ —୧. A feeling of satisfaction or contement.
(ଯଥା— ଏଠାରେ ରହିବାକୁ ମୋତେ ଭଲ ଲାଗେ)
- ୨. (ଦେହର) ସୁସ୍ଥତା ବୋଧ —୨. Felling well.
(ଯଥା—ଦିହରୁ ତବତି ଓହ୍ଲାଇ ଯିବାରୁ ମୋତେ ଭଲ ଲାଗୁଛି)