ଭଲ ଲୁଗା
ଦେଖଣା
ଭଲ ଲୁଗା
ଉଚ୍ଚାରଣ
[ସମ୍ପାଦନା](ବିପରୀତ—ନିରସା ଲୁଗା)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଉତ୍କୃଷ୍ଟ ବା ମୂଲ୍ୟବାନ୍ ବସ୍ତ୍ର —୧. Excellent or valuable cloth.
- ୨. ପବିତ୍ର ଲୁଗା; ଯେଉଁ ଲୁଗା ଛୁଆଁ ବା ମାରା ହୋଇ ନଥାଏ; ଅଛୁଆଁ ଲୁଗା (ବିପରୀତ—ଛୁଆଁ ଲୁଗା) —୨. A pure or unsoiled cloth; a cloth which has not been contaminated by prohibited touch.
[ଦ୍ରଷ୍ଟବ୍ୟ —ଅସ୍ପୃଶ୍ୟଜାତୀୟ ବ୍ୟକ୍ତିକୁ ଓ ପାକାସ୍ପୃଶ୍ୟା (ଋତୁମତୀ)
ସ୍ତ୍ରୀ ଆଦିଙ୍କୁ ଛୁଇଁ ଲେ. ଲୁଗା ପିନ୍ଧା ପୋଖରୀପାଣି ଗଲେ ଉକ୍ତ ଲୁଗା ଛୁଆଁ ବା ମାରା ହୁଏ ଯେଉଁ ଲୁଗା ପନ୍ଧି ରାତିରେ ଶୋଇବାକୁ ହୋଇଥାଏ ତାହା ମଧ୍ୟ ରାତିହାସ ଛୁଆଁ ବୋଲି ବିବେତିଚ ହୁଏ ସେ ଲୁଗାକୁ ଧୋଇଦେଲେ ତାହା ଭଲ ହୋଇଯାଏ ପାଟ ଖଦି ଓ ମଠା ଲୁଗା ଛୁଆଁ ହୁଏ ନାହିଁ ଏଥିପାଇଁ ଏ ଲୁଗାମାନଙ୍କୁ ଅମ୍ଲାନ ବସ୍ତ୍ର ବୋଲାଯାଏ ପାଣିରେ କଷା ହୋଇଥିବା ଗାମୁଛା ଆମ ଦଶରେ ଛୁଆଁ ଦୋଷରେ ଦୁଷିତ ହୁଏ ନାହିଁ]
- ୩. ଯେଉଁ ଲୁଗା ଚିରି ଯାଇ ନାହିଁ; ଦଢ଼ଲୁଗା (ବିପରୀତ—ଚିରାଲୁଗା) — ୩. A cloth which has not become torn.