ଭଲ ଲୋକ
ଦେଖଣା
ଭଲ ଲୋକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଲ ଲୋକ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭଦ୍ର ଲୋକ —୧. Gentleman.
- ୨. ସତ୍ ଲୋକ —୨. Good or honest man.
- ୩. ସାଲିସ; ପଞ୍ଚାୟତ; ଯେଉଁ ବ୍ୟକ୍ତିଙ୍କୁ ବା ବ୍ୟକ୍ତିମାନଙ୍କୁ ବିବାଦକାରୀ ଉଭୟପକ୍ଷ ବିବାଦର ଆପୋସି ନିଷ୍ପତ୍ତି ପାଇଁ ମଧ୍ୟସ୍ଥ ମାନି ଥାଆନ୍ତି —୩. An umpire; an arbitrator.
- ୪. ବିବାହରେ ମଧ୍ୟସ୍ଥ —୪. A go-between in a marriage; marriage broker.
- ୫. ସମ୍ପତ୍ତି ଖରିଦବିକ୍ରିରେ ମଧ୍ୟସ୍ଥ — ୫. A negotiator in a sale; broker.