ଭଳିବା
ଦେଖଣା
ଭଳିବା
ଉଚ୍ଚାରଣ
[ସମ୍ପାଦନା][ଭଳିଯିବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଭଳିବା
|
ଦେଶଜ - କ୍ରି. (ସଂସ୍କୃତ - ବିହ୍ୱଳ)
[ସମ୍ପାଦନା]- ୧. ତରଳି ଯିବା; ଘୋଳିଯିବା — ୧. To become soft or liquid.
- ୨. କୌଣସି ବ୍ୟକ୍ତିର କଥାରେ) ମୁଗ୍ଧ ହେବା —୨. To be charmed.
- ୩. ଭ୍ରମଯୁକ୍ତ ହେବା — ୩. To be mistaken.
- ୪. କିଂକିର୍ତ୍ତବ୍ୟବିମୁଢ଼ ହେବା —୪. To be perplexed; to be bewildered.
[ଉ—ଯେ ଯୋଷା, ଭଳି କହିବାରେ ମୃଦୁଭାଷା ଭଞ୍ଜ କୋଟୀବ୍ରହ୍ମାଣ୍ଡସୁନ୍ଦରୀ]
- ୫. (ପ୍ରସୂତୀର ଶରୀର) ସାନ୍ନିପାତିକ ଅବସ୍ଥାଯୁକ୍ତ ହେବା —୫. [the system of a newly delivered woman.] To develop signs of collapse.