ଭଳି ଭଳି
ଦେଖଣା
ଭଳି ଭଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଳି ଭଳି
|
ଭଳିକା (କି. କୁ) ଭଳି, ଭଳି ଭଳିକା, ଭଳିଭଳିଆ, ଭଳିଭଳିକିଆଅନ୍ୟରୂପ
ଦେଶଜ - ବିଶେଷଣ - (ବହୁବଚନ)
[ସମ୍ପାଦନା]- ୧. ନାନା ପ୍ରକାରର; ନାନା ଜାତୀୟ — ୧. Of various sorts; of different kinds.
- ୨. ଭିନ୍ନ ଭିନ୍ନ; ବିପନ୍ନ —୨. Various.
ଦେଶଜ - ଅ
[ସମ୍ପାଦନା]ବିଭିନ୍ନ ପ୍ରକାରେ —In various kinds or ways.